Jump to content

ଶଙ୍ଖାମେରୀ

ଉଇକିଅଭିଧାନ‌ରୁ

ଶଙ୍ଖାମେରୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଓଡ଼ିଆ ଗଡ଼ଜାତ ବଡ଼ାମ୍ୱାରାଜ୍ୟସ୍ଥିତ ଦେବୀ ବିଶେଷ —Name of a Goddess in the State of Baramba in Orissa Feudatory States (on the bank of the river Mahānadī).

[ଦ୍ରଷ୍ଟବ୍ୟ —ମହାନଦୀ କୂଳରେ ଏହି ଦେବୀଙ୍କ ପୀଠ ଅବସ୍ଥିତ ନଈ ବଢ଼ି ସସୟରେ ମହାନଦୀରେ ଚଳୁଥିବା ଡଙ୍ଗାର ବାହକମାନ ଏହାଙ୍କୁ ପୂଜା ଓ ମାନସିକ କଲେ ଡଙ୍ଗା ବିପଦ୍ଗ୍ରସ୍ତ ହୁଏ ନାହିଁ ବୋଲି ଲୋକଙ୍କର ମୋଡ଼ ଅଛି ଓ ସେ ମୋଡ଼କୁ ନିରାପଦରେ ପାର ହୋଇ ଯିବା ପାଇଁ କେଉଟମାନେ ଶଙ୍ଖାମେରୀଙ୍କର ଆଶ୍ରା ନିଅନ୍ତି]