ଶଙ୍ଖାରି
ଦେଖଣା
ଶଙ୍ଖାରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଶଙ୍ଖାରୁଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ଶଙ୍ଖ= ଶଙ୍ଖାସୁର+ଅରି)
[ସମ୍ପାଦନା]ଶଙ୍ଖାସୁରର ହନ୍ତା; ବିଷ୍ଣୁ —Bishṇu.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂ ଶଙ୍ଖକାଳ)
[ସମ୍ପାଦନା]ଯେ ଶଙ୍ଖା ତିଆରି କରି ବିକ୍ରି କରି ଜୀବିକା ନିର୍ବାହ କରେ (ତୁଳନାକର ଓଡ଼ିଆ—କଂସାର) — Manufacturer or seller of Ṡaṅkhā or shell lac bracelets.