ଶଙ୍ଖାରୁ
(ଶଙ୍ଖାଳୁକ—ଅନ୍ୟରୂପ)
ବେଣି ଆଳୁ; ଚିନି ଆଳୁ; ମିଠା ଆଳୁ — Pachyrhizuc Angulatus (a sort of sweet yam).
[ଦ୍ରଷ୍ଟବ୍ୟ —ଏହା ଶ୍ୱେତବର୍ଣ୍ଣ ଲତାକନ୍ଦ ବିଶେଷ ଏହା ଶିମ୍ୱଜାତୀୟ ତ୍ରିପୂର୍ଣ୍ଣୀ ଲତା ଓ ଏହାର ମୂଳରେ ଥିବା କନ୍ଦ ଶଙ୍ଖ ପରି ଧଳା ଏହାକୁ କଞ୍ଚା କାଟି ଖାଇହୁଏ]