ଶଙ୍ଖାଳି
ଦେଖଣା
ଶଙ୍ଖାଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶଙ୍ଖାଳି
|
ସଂସ୍କୃତ - ବିଶେଷ୍ୟ - (ଶଙ୍ଖ+ଅଳି)
[ସମ୍ପାଦନା]ଶଙ୍ଖସମୁହ —A collection of conch shells.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିର ମୂଳଧନ —୧. The capital or stock of a person.
- ୨. (ପ୍ରିୟବ୍ୟକ୍ତିଙ୍କୁ ସମ୍ୱୋଧନ) ଧନ ପରି ପ୍ରିୟତମ ବ୍ୟକ୍ତି — ୨. One's dearest person.