Jump to content

ଶଙ୍ଖା ପିନ୍ଧାଇବା

ଉଇକିଅଭିଧାନ‌ରୁ

ଶଙ୍ଖା ପିନ୍ଧାଇବା

ଉଚ୍ଚାରଣ

[ସମ୍ପାଦନା]

[ଶଙ୍ଖାମୁଠା ପିନ୍ଧା(ନ୍ଧେଇବା)—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସ୍ତ୍ରୀଲୋକର ହାତରେ 'ଶଙ୍ଖା' ଅଳଙ୍କାର ପରିଧାନ କରାଇବା — ୧. To put on ṡaṅkhā into the hands of a woman.
୨. ଯେଉଁ ସମାଜରେ 'ଦୁତିଆ' ପ୍ରଥା ଚଳେ ସେହି ସମାଜର କୌଣସି ପୁରୁଷ କୌଣସି ବିଧବାକୁ ଦୁତିଆ ପ୍ରଥା ଅନୁସାରେ ବିବାହ କରିବା —୨. To marry a widow by the Dutia form of widow-marriage.

[ଦ୍ରଷ୍ଟବ୍ୟ —ଓଡ଼ିଶାରେ ଯେଉଁମାନଙ୍କ ସମାଜରେ 'ଦୁତିଅ' ବିବାହ ପ୍ରଥା ଚଳେ ସେ ସମାଜରେ ବିବାହକାରୀ ପୁରୁଷ ଦୁତୀୟ ହେଉଥିବା ସ୍ତ୍ରୀର ହାତରେ ଶଙ୍ଖା ପିନ୍ଧାଇଦେବାଦ୍ୱାରା ଦୁତିଆ ବିବାହର ପାଣିଗ୍ରହଣ କାର୍ଯ୍ୟ ସାଙ୍ଗ ହୁଏ]