ଶଙ୍ଖା ପିନ୍ଧେଇବା
ଦେଖଣା
ଶଙ୍ଖା ପିନ୍ଧେଇବା
ଉଚ୍ଚାରଣ
[ସମ୍ପାଦନା][ଶଙ୍ଖାମୁଠା ପିନ୍ଧା(ନ୍ଧେଇବା)—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଶଙ୍ଖା ପିନ୍ଧେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସ୍ତ୍ରୀଲୋକର ହାତରେ 'ଶଙ୍ଖା' ଅଳଙ୍କାର ପରିଧାନ କରାଇବା — ୧. To put on ṡaṅkhā into the hands of a woman.
- ୨. ଯେଉଁ ସମାଜରେ 'ଦୁତିଆ' ପ୍ରଥା ଚଳେ ସେହି ସମାଜର କୌଣସି ପୁରୁଷ କୌଣସି ବିଧବାକୁ ଦୁତିଆ ପ୍ରଥା ଅନୁସାରେ ବିବାହ କରିବା —୨. To marry a widow by the Dutia form of widowmarriage.
[ଦ୍ରଷ୍ଟବ୍ୟ —ଓଡ଼ିଶାରେ ଯେଉଁମାନଙ୍କ ସମାଜରେ 'ଦୁତିଅ' ବିବାହ ପ୍ରଥା ଚଳେ ସେ ସମାଜରେ ବିବାହକାରୀ ପୁରୁଷ ଦୁତୀୟ ହେଉଥିବା ସ୍ତ୍ରୀର ହାତରେ ଶଙ୍ଖା ପିନ୍ଧାଇଦେବାଦ୍ୱାରା ଦୁତିଆ ବିବାହର ପାଣିଗ୍ରହଣ କାର୍ଯ୍ୟ ସାଙ୍ଗ ହୁଏ]