ଶଙ୍ଖା ବଜରହେଉ
ଦେଖଣା
ଶଙ୍ଖା ବଜରହେଉ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଧବା ସ୍ତ୍ରୀମାନଙ୍କପ୍ରତି ଆଶୀର୍ବାଦ]ର୍ବଚନ)
[ସମ୍ପାଦନା]ତୋର ଶଙ୍ଖା ବଜ୍ର ପରି ଦୃଢ଼ ବା ଚିରସ୍ଥାୟୀ ହେଉ, ଅର୍ଥାତ୍ ତୁ ଚିରକାଳ ସଧବା ହୋଇଥିଅ —A blessing to females meaning 'May your husband live long.'
[ଦ୍ରଷ୍ଟବ୍ୟ —ଏହିପରି ମଧ୍ୟ 'ତୋ ସୁନା ଖଡ଼ୁ ବ଼ଜର ହେଉ' ତୋ ମଥାର ସିନ୍ଦୁର ବଜର ହେଉ' ଆଦି ଆଶୀର୍ବଚନ ବ୍ୟବହାର କରାଯାଏ]