ଶଙ୍ଖି
ଦେଖଣା
ଶଙ୍ଖି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ଶଙ୍ଖା)
[ସମ୍ପାଦନା]- ୧. ଗଳା; ତୋଟି; ତଣ୍ଟି — ୨. Throat.
- ୨. କଣ୍ଠନାଳି; ଶ୍ୱାସ ନାଳି —୨. Gullet.
[ଦ୍ରଷ୍ଟବ୍ୟ —ବେକର ସମ୍ମୁଖ ଦିଗରେ ଥିବା ଚର୍ମାବୃତ ଶ୍ୱାସ ନଳିକୁ ଶଙ୍ଖି ବୋଲାଯାଏ ଓ ଏହି ଶଙ୍ଖିର ମଧ୍ୟଭାଗରେ ଡିମ୍ୱା ହୋଇ ଗୋଟିଏ ହାଡ଼ ବାହାରି ଥାଏ ସେହି ସ୍ଥାନକୁ ଚିପି ଦେଲେ ବା ମୋଡ଼ି ଦେଲେ ଶ୍ୱାସ ରୁଦ୍ଧ ହୋଇ ପ୍ରାଣୀ ମରିଯାଏ]
[ଉ—ଏ ବାହାରେ ପିଲା— ମାନଙ୍କ ଶଙ୍ଖି ଚିପି ଦିଅନ୍ତି ପାଣିକି ସେ ଫିଙ୍ଗି ହୋଇ କୋପୀ —କୃଷ୍ଣସିଂହ. ମହାଭାରତ. ବନ]
ବିଶେଷ୍ୟ - ପୁ
[ସମ୍ପାଦନା]ଶଙ୍ଖ ପରି ଶୁକ୍ଳ ବର୍ଣ୍ଣ —White as a conch.
ଅନୁବାଦ
[ସମ୍ପାଦନା]ଶଙ୍ଖି
|
ବିଶେଷ୍ୟ - ସ୍ତ୍ରୀ—(ପୁଂ. ଶଙ୍ଖା)
[ସମ୍ପାଦନା]ଶଙ୍ଖ ପରି ଶୁକ୍ଳବର୍ଣ୍ଣା — Whitea as a conch (female)