ଶଙ୍ଖିନୀ ଡଙ୍କିନୀ
ଏକପ୍ରକାର ଉନ୍ମାଦ (ହିନ୍ଦୀ - ଶ.) — A kind of insanity.
[ଦ୍ରଷ୍ଟବ୍ୟ —ଏଥିର ଲକ୍ଷଣ, ସର୍ବାଙ୍ଗରେ ପୀଡ଼ା, ନେତ୍ର ବ୍ୟଥା, ମୂର୍ଚ୍ଛା, କମ୍ପ, କ୍ରନ୍ଦନ, ହାସ୍ୟ, ପ୍ରଳାପ, ଅରୁଚି, ସ୍ୱରରୋଧ, ବଳ ଓ କ୍ଷୁଧା ନାଶ, ଜ୍ୱର ଓ ଶିରୋଭ୍ରମ ହିନ୍ଦୀ - ଶ.]