ଶଙ୍ଖିପିତେଇ
ଦେଖଣା
ଶଙ୍ଖିପିତେଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶଙ୍ଖିପିତେଇ
|
ଦେଶଜ - ବିଶେଷଣ - (ପୁଂ. ଓ ସ୍ତ୍ରୀ) (ସଂସ୍କୃତ - ଶଙ୍ଖ ଓ ପୀତରୁ)
[ସମ୍ପାଦନା]ଧଳା ଓ ହଳଦିଆ ବର୍ଣ୍ଣ ମିଶ୍ରିତ — Of mixed white and yellow colour.
(ଯଥା—ଶିଙ୍ଖିପିତେଇ ବିରାଡ଼ି)
ଶଙ୍ଖିପିତେଇ
|
ଧଳା ଓ ହଳଦିଆ ବର୍ଣ୍ଣ ମିଶ୍ରିତ — Of mixed white and yellow colour.
(ଯଥା—ଶିଙ୍ଖିପିତେଇ ବିରାଡ଼ି)