Jump to content

ଶଙ୍ଖୀ

ଉଇକିଅଭିଧାନ‌ରୁ

ଶଙ୍ଖୀ

ଉଚ୍ଚାରଣ

[ସମ୍ପାଦନା]
(ଶଙ୍ଖିନୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶଙ୍ଖ+ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଶଙ୍ଖଯୁକ୍ତ — ୧. Having a conch; connected with conch.
୨. ଶଙ୍ଖଧାରୀ —୨. Having a conch.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବିଷ୍ଣୁ —୧. Bishṇu.
୨. ସମୁଦ୍ର —୨. The Ocean.
୩. ଶଙ୍ଖାରି — ୩. A trader in or manufacturer of conch shell bangles or shell-lac bangles.
୪. ଏକପ୍ରକାର ବୃକ୍ଷ —୪. Vinca Pusilla Murr (Kirtikar).
୫. ସର୍ପବିଶେଷ (ହିନ୍ଦୀ - ଶ) — ୫. A kind of snake.

(ଶଙ୍ଖୀତୁଆଡ଼ି—ଅନ୍ୟ ପ୍ରାଦେଶିକ - ରୂପ)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ସାମୁଦ୍ରିକ ମତ୍ସ୍ୟବିଶେଷ — A kind of sea fish.

[ଦ୍ରଷ୍ଟବ୍ୟ —ଦେଖିବାକୁ ମନୋହିରୀ ବା କେରାଣ୍ଡି ମାଛ ପରି]