ଶଙ୍ଖୁଆ
ଦେଖଣା
ଶଙ୍ଖୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶଙ୍ଖୁଆ
|
ଦେଶଜ - ବିଶେଷଣ - (ସଂସ୍କୃତ - ଶଙ୍ଖ)
[ସମ୍ପାଦନା]- ୧. ଶଙ୍ଖାକୃତିବିଶିଷ୍ଟ —୧. Conch shaped.
(ଯଥା—ଶଙ୍ଖୁଆ ଆମ୍ୱ)
- ୨. ଶଙ୍ଖ ବର୍ଣ୍ଣବିଶିଷ୍ଟ —୨. Conch coloured.
(ଯଥା— ଶଙ୍ଖୁଆ କିମ୍ଭିର)
- ୩. ଶଙ୍ଖ ପରି ଧଳା — ୩. White as conch
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦେବ ମନ୍ଦିରରେ ଓ ବିବାହିଦି ଶୁଭ କାର୍ଯ୍ୟ ଉପଲକ୍ଷରେ ଯେ ଶଙ୍ଖ ବଜାଏ; ଶଙ୍ଖାବାଦକ —୧. A person who hlows the conch on occasion of festivals.
(ଉ—ମଧୁପ ଶଙ୍ଖୁଆ ମଲ୍ଲିକଢ଼ି ଚମ୍ୱିବାରୁ ପ୍ରତେ ହେଉଛି—ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି)
[ଦ୍ରଷ୍ଟବ୍ୟ — ହିନ୍ଦୁର ପ୍ରତ୍ୟକ ଶୁଭକର୍ମରେ ଓ ଦେବ ମନ୍ଦିରରେ ଓ ବିଶେଷ ଘଟନା ଉପଲକ୍ଷରେ ଶଙ୍ଖ ବଜାଯାଏ ଏବଂ ଏହା ମଙ୍ଗଳ ବାଦ୍ୟ ବୋଲି ପରିଚିତ ]
- ୨. ଶଙ୍ଖବିଷ — ୨. Arsenic.
- ୩. ଏକପ୍ରକାର ଧଳାବର୍ଣ୍ଣ କୁମ୍ଭୀର — ୩. A kind of alligator with white hide and snout.