ଶଙ୍ଖୁଳା ବେଭାର
(ଶଙ୍ଖୁଳା ବୋଝ—ଅନ୍ୟରୂପ)
ନିମନ୍ତ୍ରଣ ସଙ୍ଗେ ଝିଅ, ଜୋଇଁ ଓ ବୋଧୁଙ୍କ ନିକଟକୁ ପଠାଯିବା ଉପଢୌକନ —Presents sent on occasions of formal invitations or requeiries issued to relatives
[ଦ୍ରଷ୍ଟବ୍ୟ —ସାଧାରଣତଃ ଭଣ୍ଡାରୀଙ୍କଦ୍ୱାରା ଶଙ୍ଖୁଳା ବୋଝ୍ ପଠାଯାଏ]