Jump to content

ଶଙ୍ଖେ

ଉଇକିଅଭିଧାନ‌ରୁ

ଶଙ୍ଖେ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଶଙ୍ଖ ମଧ୍ୟରେ ପୂର୍ଣ୍ଣହେବା ପରିମିତ (ଜଳ) — ୧. A conch-full of (water).
୨. ଅତି ଅଳ୍ପ ପରିମିତ —୨. Very little in quantity.

(ଉ—ସମିଦ୍ରକୁ ଶଙ୍ଖେ ପାଣି—ନ୍ୟାୟବଚନ; ଆର୍ଥାତ୍ ଯେଉଁଠାରେ ଜଳ ଅପ୍ରମେୟ, ସେଠାରେ ଏକ ଶଙ୍ଖପୂର୍ଣ୍ଣ ଜଳ ଢାଳିବା ଓ ନ ଢାଳିବା ସମାନ ଧନୀକୁ ଧନ ଦେବା ନ୍ୟାୟ ଓ ତେଲିଆ ମୁଣ୍ଡରେ ତେଲ ଢାଳିବା ନ୍ୟାୟ)