Jump to content

ଶଙ୍ଖୋଦରୀ

ଉଇକିଅଭିଧାନ‌ରୁ

ଶଙ୍ଖୋଦରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଉଦ୍ୟାନର ଶୋଭା ପାଇଁ ଲଗା ଯିବା ଏକପ୍ରକାର ନାତି ବୃହତ ଓ ନାତି କ୍ଷୁଦ୍ର ତରୁ —A kind of mediumsized tree planted in gardens for show.

[ଦ୍ରଷ୍ଟବ୍ୟ —ଏହାର ପତ୍ର ଚାକୁଣ୍ଡା ପତ୍ର ପରି ହଳଦିଆ ଓ ନାଲି ଫୁଲ ଭେଦରେ ଏ ଗଛ ଦୁଇ ପ୍ରକାର ଏଥିର କଢ଼ମାନ ଆଙ୍ଗୁଠି ପରି ମୋଟ, ଚେପଟା ଓ ୪୫: ଆଙ୍ଗୁଳ ଲମ୍ୱ ଏଥିର ଫୁଲ ଗୋଛା ହୋଇ ବାରମାସ ଫୁଟେ; କିନ୍ତୁ ଆଷାଢ଼ ମାସରେ ବେଶି ଫୁଟେ ଫୁଲ ଗନ୍ଧହୀନ ଏଥିରେ କାଠ ଟାଣୁଆ; ଏ ଗଛ ମଞ୍ଜିରୁ ଓ କଲମରୁ ଉତରା ଯାଏ ବୈଦିକମତରେ ଏହା କଫ, ବାତଶୂଳ ଓ ନେତ୍ରରୋଗ ଦୂର କରେ—ହିନ୍ଦୀ - ଶ]



ଶଙ୍ଖୋଦରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦିକ)

[ସମ୍ପାଦନା]

ବୋମ୍ୱାଇ ପ୍ରଦେଶରେ ଗୁଲ୍ତୁରୀ ନାମରେ ପରିଚିତ ନାତିବୃହତ୍ ବୃକ୍ଷ ବିଶେଷ — A sort of tree.

[ଦ୍ରଷ୍ଟବ୍ୟ —ଏହା ମଧ୍ୟମା— ମାକାର ବୃକ୍ଷ, ଏହାକୁ ଲୋକ ବଗିଚାରେ ଶୋଭାପାଇଁ ଲଗାନ୍ତି ଏହାର ପତ୍ର ଚାକୁଣ୍ଡା ପତ୍ରପରି; ହଳଦିଆ ଓ ନାଲି ଫୁଲ ଭେଦରେ ଏ ଗଛ ଦୁଇ ପ୍ରକାର ଏହାର କଢ଼ିମାନ ଆଙ୍ଗୁଠି ପରି ମୋଟା, ଚେପଟା ଓ ୪୫: ଅଙ୍ଗୁଳି ଲମ୍ୱ ହୁଏ ଓ ଏଥିରେ ୬୮: ଦାନା ଥାଏ ଏହାର ଫୁଲ ଗୁଳ୍ମ ଗୁଚ୍ଛ ହୋଇ ବାରମାସ ଫୁଟେ ଅନ୍ୟ ମାସମାନଙ୍କ ଅପେକ୍ଷା ଆଷାଢ଼ ମାସରେ ବେଶି ଫୁଲ ଫୁଟେ ଫୁଲ ଗନ୍ଧ— ହୀନ ଏହାର କାଠ ଦୃଢ଼ ଏ ବୃକ୍ଷ ବୀଜରୁ ଓ କଲମରୁ ଉତରାଯାଏ ଏଥିରେ କାଥ କେତେ ରୋଗରେ ଦିଆଯାଏ ବୈଦ୍ୟକ ମତରେ ଏହା ଗରମ ଓ କଫ, ବାତ, ଶୂଳ ଆମବାତ ଓ ନେତ୍ର ରୋଗରେ ହିତକର ହିନ୍ଦୀ - ଶ]