Jump to content

ଶଙ୍ଖୋଳି ଯିବା

ଉଇକିଅଭିଧାନ‌ରୁ

ଶଙ୍ଖୋଳି ଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କୁଶଳ ସମ୍ୱାଦ ଜାଣିବା ନିମିତ୍ତ ବନ୍ଧୁ— ବାନ୍ଧବଙ୍କ ଘରକୁ ସ୍ୱୟଂ ବୁଲିଯିବା —To call at the house of a person to enquire how he is doing

(ଉ—ବଜାଇ ବୀଣାରେ ନାରଦ ରାମରେ ଶଙ୍ଖୋଳି ଯାଇ କି ଭଞ୍ଜ. ବୈଦେହୀଶବିଳାସ)