Jump to content

ଶଙ୍ଖ ଚକ୍ର ଗଦା ପଦ୍ମଧାରୀ

ଉଇକିଅଭିଧାନ‌ରୁ

ଶଙ୍ଖ ଚକ୍ର ଗଦା ପଦ୍ମଧାରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଚାରିହାତରେ ଚାରିଗୋଟି ଚିହ୍ନଧାରୀ ବିଷ୍ଣୁ — Bishṇu.

[ଦ୍ରଷ୍ଟବ୍ୟ —ନାରାୟଣଙ୍କ ଚତୁର୍ଭୂଜ ମୂର୍ତ୍ତି ଏହାଙ୍କ ଶଙ୍ଖରେ ନାମ ପାଞ୍ଚଜନ୍ୟ ଚକ୍ର ନାମ ସୁର୍ଦଶନ ଗଦାର ନାମ କୌମୋଦତୀ ଓ ପଦ୍ମର ନାମ ପଦ୍ମାପୁଷ୍ପ କିମ୍ୱା ପଦ୍ମ— ନିଧି]