ଶଙ୍ଖ ଚୂର୍ଣ୍ଣୀ
ଦେଖଣା
ଶଙ୍ଖ ଚୂର୍ଣ୍ଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶଙ୍ଖ ଚୂର୍ଣ୍ଣୀ
|
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ଉପଦେବତା ବିଶେଷ; ଶଙ୍ଖିନୀ, ଡାକିନୀ ପରି ଦୁଷ୍ଟ ଦେବତା —A demi-goddess said to be wicked.
[ଦ୍ରଷ୍ଟବ୍ୟ —ଏ ଉପଦେବତା ରାତ୍ରୀ— ତରୀ; କେହି ରାତରେ ବାଟରେ ପିଷ୍ଟକାଦି ଲୋଭନୀୟ ପଦାର୍ଥ ନେଇ କରି ଗଳେ ଏ ତାହାକୁ ପରଭ୍ରାନ୍ତ କରି ଭୂଆଁ ବୁଲାଇ, ସେ କ୍ଳାନ୍ତ ହେଲେ ତାଠାରୁ ସେମାନେ ଚୋର କରି ଖାଏ ଓ ଶେଷରେ ପଥିକର ରକ୍ତ ଶୋଷି ପ୍ରାଣ ନିଏ ଯୋଗେଶ୍ଚନ୍ଦ୍ର]