ଶଙ୍ଖ ନିଧି
ଦେଖଣା
ଶଙ୍ଖ ନିଧି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କୁବେରଙ୍କ ନିଧି ବିଶେଷ (ଏହା ସମୁଦ୍ରତୁଜାତ) Name of a gem said to be in the possession of Kubera, the God of riches.
[ଦ୍ରଷ୍ଟବ୍ୟ —ମାର୍କଣ୍ଡେୟ ପୁରାଣ ୬୮: ଆଧ୍ୟାୟରେ ଲେଖାଅଛି ଯେ, ୮ ପ୍ରକାର ନିଧି ମଧ୍ୟରେ ଶଙ୍ଖ ଅଷ୍ଟମ ନିଧି ଏହା ରଜଃ ଓ ତମୋଗୁଣ ବିଶିଷ୍ଟ ଏହାର ଅଧୀଶ୍ୱର ରଜଃ ଓ ତମୋ— ଗୁଣ ବିଶିଷ୍ଟ ହୁଏ ସେ ସର୍ବଦା କେବଳ ଅତ୍ମ ପରିପୋଷଣ— ପତ; ଏ ମନ୍ତ୍ରୀ, ସୁହୃଦ୍, ଭାର୍ଯ୍ୟା, ଭ୍ରାତା, ପୁତ୍ର, ପୁତ୍ରବଧୁ ଆଦି ସ୍ୱଜନଙ୍କ ଅନ୍ନବସ୍ତ୍ରାଦି ପ୍ରତି କିଛି ମାତ୍ର ଦୃଷ୍ଟିପାତ କରେ ନାହିଁ, ନିୟତ ଆତ୍ମପରିତୁଷ୍ଟ ପାଇଁ ବ୍ୟସ୍ତ ଥାଏ— ବିଶ୍ୱକୋଷ]