Jump to content

ଶଙ୍ଖ ପଳିତା

ଉଇକିଅଭିଧାନ‌ରୁ

ଶଙ୍ଖ ପଳିତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଆଗ୍ନେୟିଗିରିରୁ ଉତ୍ପନ୍ନ ଏକପ୍ରକାର ଆଦାଦ୍ୟ ତନ୍ତୁମୟ ପଦାର୍ଥ —Asbestos.

[ଦ୍ରଷ୍ଟବ୍ୟ —ଏହା ଏକପ୍ରକାର ତନ୍ତୁମୟ ଖଣିଜ ବସ୍ତୁ; ଅଗ୍ନେୟଗିରିରୁ ବାହାରେ ଏଥିରେ ରଙ୍ଗ ଧଳା ଓ ଶାଗୁଆ; ଏହା ରେସମ ପରି ଚକଚକିଆ, ଏହା ଜଲଦି ନିଆଁ ଧରେ ନାହିଁ ଏଥିପାଇଁ ଗାସ୍ର ଭାଟିରେ ଏହା ଲଗାଯାଏ ଏହା ମଧ୍ୟ ଉତ୍ତାପ ଓ ବିଦ୍ୟୁତର ଚାଳକ (conductor) ନୁହେଁ ଏହା ବିଜୁଳି ତାରରେ ଗୁଡ଼ାଯାଏ ନିଆଁ ଲାଗି ନ ଯିବା ପାଇଁ ଏଥିରେ ଏକ ପ୍ରକାର ଲୁଗା ତିଆରି କରାଯାଏ କଳକମାନ ଜୋଡ଼ ଜାଗାରେ ଓ ଅଗ୍ନିର ଅଭେଭ୍ଦ୍ୟ (fire proof) ଲୁହା ସିନ୍ଦୁମାନଙ୍କ ବାଡ଼ିରେ ଏହା ବ୍ୟବହୃତ ହୁଏ ଏହା କର୍ସିକା ଦ୍ୱୀପ, ସ୍କଟଲାଣ୍ଡ୍, କାନାଡ଼ା, ଇଟାଲି ଆଦି ଦେଶରେ ମିଳେ— ବିଶ୍ୱକୋଷ]