Jump to content

ଶଙ୍ଖ ପାଳ

ଉଇକିଅଭିଧାନ‌ରୁ

ଶଙ୍ଖ ପାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସୂର୍ଯ୍ୟ —୧. The sun (Apte)
୨. (ତୁଳ. ଫାରାସୀ - ଶକ୍ର ପାରା)—ଏକପ୍ରକାର ମିଠାଇ ବା ଗଜା (ହିନ୍ଦୀ - ଶ.) —୨. A kind of sweet- meat.

[ଦ୍ରଷ୍ଟବ୍ୟ —ଏହା ଚାରିକୋଣିଆ ହୋଇ ଘିଅରେ ଛଣା ହୋଇ ତିଆରି ହୁଏ ଏହା ମିଠା ଓ ନିମକୀ, ଦୁଇ ପ୍ରକାର ହୁଏ ମଇଦାରେ ଘିଅ ମିଶାଇ ପାଣିରେ ବା ଦୁଧରେ ଚକଟି ଏହାକୁ ମୋଟ ରୁଟି ପରି ବେଲି ଛୁରୀଦ୍ୱାରା ଚାରି କୋଣିଆ କରି କଟାଯାଏ ନିମକୀ କରିବାକୁ ହେଲେ ମଇଦା ସଙ୍ଗେ ଲୁଣ ଓ ଜୁଆଣି ଆଦି ମିଶାଇ ଚକଟା ଯାଏ ମିଠା କରିବାକୁ ହେଲେ ଘିଅରେ ଛାଣି ଶିରାରେ ପାଗିବାକୁ ହୁଏ (ହିନ୍ଦୀ - ଶ.)]

୩. ଏକପ୍ରକାର ସାପ (ହିନ୍ଦୀ - ଶ.) ୩. A kind of serpent.
୪. ଏକ ନାଗର ନାମ (ହିନ୍ଦୀ - ଶ.) —୪. Name of a Nāga.
୫. କର୍ଦ୍ଦମ ଋଷିଙ୍କ ପୁତ୍ର —୫. Name of a son of sage Karddama.