ଶଙ୍ଖ ପୁର
(ପିଠାରେ ବ୍ୟବହୃତ) ଯେଉଁ ନଡ଼ିଆକୋରାର ପୂରରେ ଅଳ୍ପ ଗୁଡ଼ ଗୋଳିଆ ହୋଇଥିବାରୁ ତାହା (ଶଙ୍ଖପରି) ଧଳା ଦିଶେ —Scraped cacoanut mixed with very little suger for being put inside sandwich cakes.