Jump to content

ଶଙ୍ଖ ଫୁଙ୍କିବା

ଉଇକିଅଭିଧାନ‌ରୁ

ଶଙ୍ଖ ଫୁଙ୍କିବା

ଉଚ୍ଚାରଣ

[ସମ୍ପାଦନା]

[ଶଙ୍ଖ ବଜା(ଜେ)ଇବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଶଙ୍ଖର ପଛ ଛିଦ୍ରକୁ ମୁଖଦ୍ୱାରା ଫୁଙ୍କିବା — ୧. To blow a conch shell.
୨. (ଲକ୍ଷଣାର୍ଥ) ବଡ଼ପାଟି କରି ବହୁକ୍ଷଣ ସ୍ୱର କରି କାନ୍ଦିବା —୨. To weap with a loud and continuous tune.
୩. (ଲକ୍ଷଣାର୍ଥ)—ବିବାହାଦି ମଙ୍ଗଳ ଉତ୍ସବରେ ଶଙ୍ଖ ବଜା— ଇବା ଶଙ୍ଖୁଆ ବାଉରି ପରି ଉତ୍ସବର ଆମୋଦ ଅନ୍ୟମାନେ ଭୋଗ କରିବା ଅବସ୍ଥାରେ ଆପେ ନିଷ୍ଫଳ ହୋଇ ଫେରିବା — (figurative) To return without gain from a place where others reap fruit.