ଶଙ୍ଖ ବଟୀ
ଦେଖଣା
ଶଙ୍ଖ ବଟୀ
ଉଚ୍ଚାରଣ
[ସମ୍ପାଦନା](ଶଙ୍ଖବଟିକା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ସଂଗ୍ରହଣୀ, ଶୂଳ, ବାୟୁରୋଗ ଆଦିର ଆରୋଗ୍ୟାର୍ଥ ବ୍ୟବହୃତ ଆୟୁର୍ବେଦିକ ବଟିକା — A kind of medicinal pill prepared from oxide of conch-shell as an antidote against dysentery, colic, wind.
[ଦ୍ରଷ୍ଟବ୍ୟ —ଶଙ୍ଖ ଭସ୍ମ ଏକ ତୋଳା ସଙ୍ଗେ ପବକ୍ଷାର, ହେଙ୍ଗୁ, ପଞ୍ଚ ଲବଣ, ଶୁଣ୍ଢି, ମରିଚ, ପିପଳୀ, ଶୋଧିତ ମହୁରା, ଶୋଧିତ ପାରା, ଶୋଧିତ ଗନ୍ଧକରକଜ୍ଜଳୀ ପ୍ରତ୍ୟକ ୧ ତୋଳା ମିଶାଇ ଲେମ୍ୱୁରସରେ ଖଲି ଚଣାପରି ବଟିକା ତିଆରି କରାଯାଏ ଏ ବଟିକାକୁ ଲବଙ୍ଗ ବତୁରା ପାଣି ସଙ୍ଗେ ସେବନକଲେ ସଂଗ୍ରହଣୀ ଶୂଳ ଓ ବାୟୁରୋଗ ଭଲ ହୁଏ— (ହିନ୍ଦୀ - ଶ)]