ଶଙ୍ଖ ବିଷ
ଦେଖଣା
ଶଙ୍ଖ ବିଷ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଶଙ୍ଖୁଆ —White arsenic; Arsenicum Album.
[ଦ୍ରଷ୍ଟବ୍ୟ —ଏହା ଏକପ୍ରକାର ଖଣିଜ ସ୍ଥାବର ବିଷ; ଦେଖିବାକୁ ଏହା ଧଳା ଓ ବଡ଼ ବଡ଼ ଦାନ୍ତଯୁକ୍ତ ଟିକି ଟିକି ଭଙ୍ଗା ଶଙ୍କଖଣ୍ଡ ପରି ଏହା ଦେଖାଯାଏ ଏହା ସ୍ୱଦବିହୀନ, ଉଷ୍ଣବୀର୍ଯ୍ୟ, ତୀକ୍ଷ୍ମ, ଅଗ୍ନିବର୍ଦ୍ଧକ, ପାଚକ, ବଳକାରକ ଓ ଜ୍ୱରନାଶକ ରତିର ୧/୨୪: ଠାରୁ ୧/୧୨: ପର୍ଯ୍ୟନ୍ତ ମାତ୍ରାରେ ସାବଧାନତା ସହିତ ଏହାକୁ ଔଷଧରୂପେ ପ୍ରୟୋଗ କରାଯାଏ ମାତ୍ରା ବଳିପଡ଼ିଲେ ହିକା, ଅପେକ୍ଷା, ଧନୁଷ୍ଟଙ୍କାର, ମୁର୍ଚ୍ଛା, ପ୍ରଳାପ, ଶ୍ୱାସକୃଚ୍ଛତା, ଉଦରସ୍ଫୀତ; ପିପାସା, ଦାହ ଓ ଶେଷରେ ମୃତ୍ୟୁ ଘଟାଏ ଏହାର ବର୍ଣ୍ଣ ଚିନି ପରି ଥିବାରୁ ଓ ଏହା ଚିନିଠାରୁ ବାରି ହେଉ ନ ଥିବାରୁ ଲୋକ ଚିନି ସଙ୍ଗେ ଖାଦ୍ୟରେ ଏହାକୁ ଗୋଳାଇ ଲୋକଙ୍କୁ ଓ ପ୍ରାଣୀଙ୍କ ବିଷ ପ୍ରୟୋଗ କରି ମାରିପକାନ୍ତି ]