ଶଙ୍ଖ ଭସ୍ମ
ଦେଖଣା
ଶଙ୍ଖ ଭସ୍ମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀତତ୍)
[ସମ୍ପାଦନା]- ୧. ବୈଦ୍ୟାଶାସ୍ତ୍ରୋକ୍ତ ନିଧିରେ ଶଙ୍ଖକୁ ପ୍ରଥମେ ଜମ୍ୱୀର ଲେମ୍ୱୁରସରେ ବୁଡ଼ାଇ ଶୋଧନ କରି ନିଆଁରେ ପୋଡ଼ି କରାଯିବା ପାଉଁଶ [ଏହା କ୍ଷାର ଗୁଣଯୁକ୍ତ ଓ ଅମ୍ନପିତ୍ତ, ଶୂଳ, ଗୁଳ, କୃମିଆଦି ରୋଗରେ ଉପକାରକ] —The ashes of conch used as medicine.
- ୨. ଚୂନ (ହିନ୍ଦୀ - ଶ) —୨. Quicklime.