Jump to content

ଶଙ୍ଖ ଲିଖିତ

ଉଇକିଅଭିଧାନ‌ରୁ

ଶଙ୍ଖ ଲିଖିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ନିର୍ଦ୍ଦୋଷ (ହିନ୍ଦୀ - ଶ) —Faultless; flawless.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ନ୍ୟାୟଶୀଳ ରାଜା (ହିନ୍ଦୀ - ଶ) —୧. A righteous king.
୨. ଶଙ୍ଖ ଓ ଲିଖିତ ନାମକ ଦୁଇ ଋଷି, ଯେଉଁମାନେ ମିଳି କରି ଗୋଟିଏ ସ୍ମୃତିଗ୍ରନ୍ଥସଙ୍କଚନ କରିଥିଲେ —୨. Ṡaṅkha and Likhita, two sages, the joint authors of a treatise on Hindu law.
୩. ଶଙ୍ଖ ଓ ଲିଖିତଙ୍କ ସଙ୍କଳିତ ସ୍ମୃତିଗ୍ରନ୍ଥ —୩. Title of a treahse on Hindu Land by Sankha and Likhita.