ଶଙ୍ଖ ସାରୁ
ଦେଖଣା
ଶଙ୍ଖ ସାରୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]=== ଦେଶଜ - ବି—(ସଂସ୍କୃତ - ଶଙ୍ଖବନ୍ଦ; ଶଙ୍ଖର ଆକୃତି ପରି ଏହାର ଆକୃତି ଥିବାରୁ)
- ୧. ଏକ ପ୍ରକାର ସାରୁ — ୧. A species of arum Arum Indicum; Alocacia Indica.
[ଦ୍ରଷ୍ଟବ୍ୟ —ଏହାର ମୂଳ ଲମ୍ୱ ଓ ଏହା ସାମାନ୍ୟ ମିଷ୍ଟ, ମାଣସାରୁ ଜାତୀୟ ଏଥିର ଚାଷ କରାଯାଏ ଓ ଏହାର ଗଛ ସରୁ ଗଛପରି]
ଅନୁବାଦ
[ସମ୍ପାଦନା]- ୨. ଏକପ୍ରକାର ଆଳୁ; ମିଠା ଆଳୁ; ଚିନି ବା ଚେଣି ଆଳୁ — ୨. Pachyrhizus Angulats.
[ଦ୍ରଷ୍ଟବ୍ୟ —ଏହା ଲତାକନ୍ଦ ଶିମ୍ୱ ଲତା ପରି ଏହାର ଲତା ତ୍ରିପୂର୍ଣ୍ଣ ଏହି ଆଳୁର ଆକାର ସଙ୍ଖପରି ଏବଂ ବର୍ଣ୍ଣ ଧଳା ଏହା ମିଠା ଏବଂ ଏଥିରେ ଜଳ ଭାଗ ଅଧିକ ସାଧାରଣ ଆଳୁ ପରି ଏଥିରେ ଲାଳ ନ ଥିବା ଓ ଏହା କଞ୍ଚା ଖାଇ ହୁଏ]