ଶଚିତନୟ
[ଶଚି(ଚୀ)ନନ୍ଦନ—ଅନ୍ୟରୂପ]
=== ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
ଇନ୍ଦ୍ର ପୁତ୍ର; ଜୟନ୍ତି — Jayanta, the son of Indra,
ଶ୍ରୀଚୈତନ୍ୟଦେବ — Ṡrī Chaitanya.