Jump to content

ଶଚିତୀର୍ଥ

ଉଇକିଅଭିଧାନ‌ରୁ

ଶଚିତୀର୍ଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପ୍ରାଚୀନ ତୀର୍ଥବିଶେଷ (ହିନ୍ଦୀ - ଶ) — Name of an ancient holy bathing place.

[ଦ୍ରଷ୍ଟବ୍ୟ —କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍ ନାଟକର ପଞ୍ଚମାଙ୍କରେ ଅନ୍ତଃସତ୍ୱା ଶକୁନ୍ତଳା ଦୁଷ୍ୟନ୍ତଙ୍କ ରାଜଧାନୀକୁ ଆସିବାବେଳେ ଶଚୀତୀର୍ଥର ଶତ୍ରା— ବତାରରେ ବା ଇନ୍ଦ୍ରଘାଟରେ ସ୍ନାନ କଲାବେଳେ ତାଙ୍କ କାନିରେ ବାନ୍ଧାଥିବା ଦୁଷ୍ୟନଙ୍କ ପ୍ରଦତ୍ତ ଅଭିଜ୍ଞାନ— ମୁଦ୍ରିକାଟି ହଜି ଯାଇଥିବା କଥା ପ୍ରକାଶ କରିଥିବା ଉଲ୍ଲେଖ ଅଛି ଏହା ଗଙ୍ଗାନଦୀରେ ଗୋଟିଏ ଅବତରଣ ଘାଟ ବୋଲି ଟୀକାକାର ଲେଖିଅଛିନ୍ତି]