ଶଚୀନ୍ଦ
ଦେଖଣା
ଶଚୀନ୍ଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶଚୀ+ଇନ୍ଦ୍ର)
[ସମ୍ପାଦନା]- ୧. (ଦ୍ୱନ୍ଦ) ଶଚୀ ଓ ଇନ୍ଦ୍ର — ୧. Ṡachī and her husband Indra.
- ୨. (୬ଷ୍ଠୀ ତତ୍, ଶଚୀଙ୍କର ଇନ୍ଦ୍ର ବା ସ୍ୱାମୀ) ଦେବରାଜ ଇନ୍ଦ୍ର —୨. Indra, the husband of Ṡachi.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ପୁରଷଙ୍କ ନାମ —A name given to males.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ବିଦ୍ୟା ଆଦି ପଢ଼ିବା ବିଷୟରେ ମନୋଯୋଗୀ ଓ ଅଧ୍ୟବସାୟୀ (ଇନ୍ଦ୍ରଙ୍କ ସଙ୍ଗେ ତୁଳନା) —୧. Attentive to and oerservering in one's studies.
- ୨. ବାହାଦୁର୍; ପ୍ରଶଂସନୀୟ — Praiseworthy.