Jump to content

ଶଜନା ଗଛ ମୂଳେ କୁଢ଼େଇଲି ପାଉଁଶ ତତେ ଦେଖି ମୋର ଭାରି ଶରଧା

ଉଇକିଅଭିଧାନ‌ରୁ

ଶଜନା ଗଛ ମୂଳେ କୁଢ଼େଇଲି ପାଉଁଶ ତତେ ଦେଖି ମୋର ଭାରି ଶରଧା

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Ṡajanā gachha mūḻe kuṟḍ̠ẖeili pāuñṡa, tate dekhi mora bhāri Ṡaradhā
  • ଆଇ.ପି.ଏ. — ʃˈʌɟʌnˌa ɡˈʌtʃʰɔ mˈuːl̩ˌew kˈuhr.ewˌili paˈũʃɔ tˈʌtew dˈewkʰi mˈoɾɔ bʰˈaɾi ʃˈʌɾʌdʰˌa

ଅନୁବାଦ

[ସମ୍ପାଦନା]

ଦେଶଜ - ତଗ (ବ୍ୟଙ୍ଗ୍ୟ)

[ସମ୍ପାଦନା]

ରସହୀନ, ଛନ୍ଦୋହୀନ, ଯତିହୀନ, ଅମିତ୍ରାକ୍ଷର କବିତା ପ୍ରତି ବ୍ୟଙ୍ଗ — An ironical couplet spoken in travesty of poetasters composing blank verse.