ଶଟକିବା
ଦେଖଣା
ଶଟକିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଶଟ୍ ଧାତୁ)
[ସମ୍ପାଦନା]- ୧. ହଠାତ୍ ଜୋର ସହିତ ବାହାରିଯିବା (ଯଥା—ବୋତଲ ମୁହଁରୁ ଠିପି); ଚମକିଯିବା —୧. To go off with a snapping sound.
- ୨. ପଳାୟନ କରିବା; ଦ୍ରୁତଗତି କରିବା —୨. To move with a great force; to run away; to flee away.
- ୩. ମୃତ ହେବା —୩. To die.
(ଯଥା—ଅମୁକ ଲୋକ ବସନ୍ତରେ ଶଟକି ଗଲେ)