ଶଟପଟେଇବା
ଦେଖଣା
ଶଟପଟେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପ୍ରାଦେଶିକ - (ବାଲେଶ୍ୱର) କ୍ରି—(ସଂସ୍କୃତ - ଶଟ୍ ଧାତୁ= ବିଶୀର୍ଣ୍ଣ ହେବା ଓ ପିଠ୍ ଧାତୁ କ୍ଳେଶନ; ତୁଳ ସଂସ୍କୃତ - ସଙ୍କଟପନ୍ନ)
[ସମ୍ପାଦନା]- ୧. ଲଜ୍ଜା ଓ ଭୟ ଯୋଗୁଁ କ୍ଳିଷ୍ଟ ହେବା; ଅପ୍ରତିଭ ହେବା; ହଡ଼ବଡ଼େଇ ଯିବା — ୧. To be unnerved through fear.
- ୨. ଭୟ— କମ୍ପିତ ହେବା —୨. To tremble; through fear.