Jump to content

ଶଟା

ଉଇକିଅଭିଧାନ‌ରୁ

ଶଟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶଟ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ଅ+ଆ)

[ସମ୍ପାଦନା]
୧. ସିଂହ ଓ ଘୋଟକ ଆଦିଙ୍କ ମସ୍ତକ ଓ ବେକ ଆଦି କେତେକ ସ୍ଥାନରେ ବଢ଼ିଥିବା କେଶ; କେଶର —୧. Manes (of horse or lion).
୨. ମନୁଷ୍ୟ ମୁଣ୍ଡର ଜଟା — ୨. Clotted or matted hair grown on the head.
୩. ଅଣ୍ଡିରା ଗଛର (ଯଥା—ତାଳସ ଗଛର) ଜଟା —୩. The Long flower-stalks of some trees (e, g. male palm tree); ament; catkin.