Jump to content

ଶଟାତ୍

ଉଇକିଅଭିଧାନ‌ରୁ

ଶଟାତ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଶଟାଂ, ଶଟାଙ୍ଗ୍ କିନା

କିନି, ଶଟାସ୍ କରି, କରି, ଦସ୍, ଧସ୍ଅନ୍ୟରୂପ

ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ଝଟିତି; ହଠାତ୍)

[ସମ୍ପାଦନା]
୧. ଝଟ୍; ଭୂମିରେ ହଠାତ୍ ଲମ୍ୱ ହୋଇ ଦଣ୍ଡବତ୍ ଶୋଇ ପଡ଼ିବା ପ୍ରକାରରେ; ଲଟ୍କିବା —୧. (to lie the ground) Prostrate and suddenly.

(ଯଥା—ସେ ଶଟାଙ୍ଗ ଶୋଇ ପଡ଼ିଲା)

୨. କୌଣସି ସ୍ଥାନରେ ହଠାତ୍ ଚାଲିଯିବା ପ୍ରକାରେ —୨. (to leave a place) All on a sudden.

(ଯଥା—ସେ ସେଠଉଁ ଶଟାଙ୍ଗ୍ ଚାଲି ଗଲା)

୩. କୌଣସି ସ୍ଥାନକୁ ହଠାତ୍ ପଶିଯିବା ପ୍ରକାର —୩. (to enter a place) All on a sudden,

(ଯଥା—ସେ ଘର ଭିତରକୁ ଶଟାତ୍ ପଶି ଗଲା)

୪. ସିଧାଏ ସିଧାଏ କୌଣସି ଦିଗରେ ଗତି କରିବା ପ୍ରକାରେ —୪. Striaghtway.

(ଯଥା— ମୁଁ କଟକରୁ ଶଟାଙ୍ଗ୍ ପୁରୀ ଗଲି)