Jump to content

ଶଟାବଟା କରିବା

ଉଇକିଅଭିଧାନ‌ରୁ

ଶଟାବଟା କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଭଣ୍ଡାଭଣ୍ଡି କରିବା — ୧. To accomplish a work anyhow.
୩. ଯେ କୌଣସି ଉପାୟରେ କୌଣସି କାମକୁ ଶେଷ କରିବା —୩. To accomplish a work by means feir or foul.

(ଯଥା— ମୋ ହାତରେ ପଇସା କଉଡ଼ି ନ ଥିଲା, ଏଣେ କନ୍ୟା ଦାୟରୁ ମୁକ୍ତି ନ ପାଇଲେ ରକ୍ଷା ନାହିଁ ଏଥିପାଇଁ ଶଟାବଟା କରି ଟଙ୍କାଆଣି ବିଭାଘରଟି କରିଦେଲି]

ଅନୁବାଦ

[ସମ୍ପାଦନା]
୪. ହଇରାଣ କରିବା —୪. To trouble; to harass.