ଶଟ୍କଟ୍
ଦେଖଣା
ଶଟ୍କଟ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବି—(ଇଂରାଜୀ - ଶର୍ଟ କଟ୍)
[ସମ୍ପାଦନା]- ୧. କୌଣସି ସ୍ଥାନକୁ ଅନ୍ୟ ସ୍ଥାନକୁ ଯିବା ପାଇଁ ପଡ଼ିଥିବା ରାସ୍ତା ମାନଙ୍କ ମଧ୍ୟରୁ ସିଧା ରାସ୍ତା —୧. Straight road from one place to another.
- ୨. ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାପାଇଁ ସବୁଠାରୁ କମ ଦୂରତ୍ୱର ବାଟ —Shortest route.
ବିଶେଷଣ -
[ସମ୍ପାଦନା]- ୧. ସବୁଠାରୁ ଅଳ୍ପ ଦୁରତାବିଶିଷ୍ଟ —୧. Shortest.
- ୨. ସିଧା (ରାସ୍ତା) —୨. Straight (road).