ଶଟ୍କା
ଦେଖଣା
ଶଟ୍କା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ଶଟ୍ ଧାତୁ= ଗତି କରିବା; ହୁକାରୁ ଯେଉଁ ବାଟେ ଧୁଆଁ ଗତି କରେ)
[ସମ୍ପାଦନା]- ୧. ହୁକାର ଚିଲମରୁ ନିମ୍ନସ୍ଥ ଜଳପାତ୍ରକୁ ଧୁଆଁ ଆସିବାର ନଳ — ୧. The main tube or cylinder of a hubble bubble.
- ୨. ବନିସିରେ ମାଛ ଧରିବା ପାଇଁ ବ୍ୟବହୃତ ଧନୁସାକାର ଯନ୍ତ୍ର ବିଶେଷ [ଦ୍ରଷ୍ଟବ୍ୟ —ଏହା ଧନୁର ଆକାରରେ ବନସିର ଲମ୍ୱ ସୂତ୍ର ସଙ୍ଗେ ଏପରି ବନ୍ଧା ହୋଇ ଭୂମିରେ ପୋତା ହୋଇ ଥାଏ ଯେ, ସୂତୁଲିରେ ଅଗରେ କଣ୍ଟାରେ ଲାଗିଥିବା ଥୋପକୁ ମାଛ ଖାଇବା ମାତ୍ରକେ କଣ୍ଟା ଓ ଦଉଡ଼ି ଶଟ୍କିନା ଡେଇଁ ଉଠି ମାଛକୁ ଉପରକୁ ଝିଙ୍କି ସ୍ଥଳ ଭାଗରେ ଆଣି ଫିଙ୍ଗି ଦିଏ] —A bow-like contrivance joinced to the angling string, which starts with a jerk as soon as the fish swallows the jbalt attached to an angling hook.