Jump to content

ଶଟ୍କି

ଉଇକିଅଭିଧାନ‌ରୁ

ଶଟ୍କି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଶଟ୍କି[କୀ]ଦଉଡ଼ା[ଡ଼ା]ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶଗଡ଼ରେ ଯୋଚା ଯିବା ବଳଦଙ୍କ ବେକରେ ପଘାକୁ ବାକୁଳିରେ ଅଟକାଇବା ପାଇଁ ବ୍ୟବହୃତ ପଘାରେ ଲାଗିଥିବା ଛୋଟ ରଜ୍ଜୁ—ବଳୟ —A small rope- ring attached to the neck-rope of a bullock yoked to a cart andd which is slipped into the pin at the end of the yoke.