ଶଟ୍କେଇବା
ଦେଖଣା
ଶଟ୍କେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି—(ସଂସ୍କୃତ - ଶଟ୍ ଧାତୁ=ଗତି କରିବା; ଶଟକିବା କ୍ରିୟାର ଣିଜନ୍ତି ରୂପ)
[ସମ୍ପାଦନା]କୌଣସି ଦ୍ରବ୍ୟର ଦୃଢ଼ ସଂଲଗ୍ନ ହୋଇଥିବା ବସ୍ତୁକୁ (ଯଥା—ବତଲରୁ ଠିପିକୁ) ହଠାତ୍ କାଢ଼ି ଦେବା; ଶଟ୍ ଧ୍ୱନି ପୂର୍ବକ କୌଣସି ଗର୍ତ୍ତରୁ ଠିପିକୁ ହଠାତ୍ କାଢ଼ି ଦେବା — To suddenly take out a thing from inside another (as a cork from a bottle) with a jerk and snapping sound.