ଶଠ
ଦେଖଣା
ଶଠ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଂ—(ଶଠ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ବଞ୍ଚନାକାରୀ; ପ୍ରତାରକ; ଧୂର୍ତ୍ତ —୧. Sly; cheating; knavish; fraudulent; deceitful; crafty; treacherous.
- ୨. ପାଜୀ; ଖଳ —୨. Wicked. wily.
- ୩. ଜଡ଼ ବୃଦ୍ଧି (ହିନ୍ଦୀ - ଶ) —୩. Stupid.
- ୪. ଅଳସୁଆ (ହିନ୍ଦୀ - ଶ) —୪. Idle.
ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଦୁର୍ଜ୍ଜନ ବ୍ୟକ୍ତି — ୧. A wicked person.
- ୨. ଧୂର୍ତ୍ତବ୍ୟକ୍ତି; ଠକ — ୨. A cheat; swindler.
- ୩. ଗୂଢ଼ ବିପ୍ରିୟକାରୀ ନାୟକ; ଯେଉଁ ନାୟକ ବାହାରେ ଜଣେ ସ୍ତ୍ରୀ ପ୍ରତି ପ୍ରେମ ଦେଖାଏ ଓ ଅନ୍ତରରେ ଆଉ ଜଣକୁ ପ୍ରେମ କରେ — ୩. A lover who professes love for a heart; a wiky lover
- ୪. ଉଦାସୀନ ବ୍ୟକ୍ତି — ୪. An unconcerned person; an indifferent person.
- ୫. କୁଙ୍କୁମ; ଜାଫ୍ରାନ —୫. Saffron.
- ୬. ତଗର; ଟଗର (ଫୁଲ ଗଛ) —୬. Taberna Montana; Coronaria (flower-tree)
- ୭. ଲୌହ — ୭. Iron.
- ୮. ଧୁସ୍ତତ; ଧାତୁରା —୮. Thorn apple.
- ୯. ଇସ୍ପାତ (ହିନ୍ଦୀ - ଶ) —୯. Steel.
- ୧. ଚିତ୍ରକଗୁଳ୍ମ (ହିନ୍ଦୀ - ଶ) —୧୦. Plumbago Zeylanica.
- ୧୧. ତାଳ ବୃକ୍ଷ (ହିନ୍ଦୀ - ଶ) —୧୧. Palmyra.
- ୧୨. ଅଅଁଳା — ୧୨. Embelic Myrobalan (tree)
- ୧୩. ମଧ୍ୟସ୍ଥ ବ୍ୟକ୍ତି (ହିନ୍ଦୀ - ଶ) —୧୩. A mediator
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶଟ୍ (ଦେଖ) - —Ṡat (See)