ଶଠାବଟା କରିବା
ଦେଖଣା
ଶଠାବଟା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶଠାବଟା କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଭଣ୍ଡାଭଣ୍ଡ କରିବା — ୧. To accomplish a work anyhow.
- ୩. ଯେ କୌଣସି ଉପାୟରେ କୌଣସି କାମକୁ ଶେଷ କରିବା —୩. To accomplish a work by means feir or foul.
(ଯଥା— ମୋ ହାତରେ ପଇସା କଉଡ଼ି ନ ଥିଲା, ଏଣେ କନ୍ୟା ଦାୟରୁ ମୁକ୍ତି ନ ପାଇଲେ ରକ୍ଷା ନାହିଁ ଏଥିପାଇଁ ଶଟାବଟା କରି ଟଙ୍କାଆଣି ବିଭାଘରଟି କରିଦେଲି]
ଅନୁବାଦ
[ସମ୍ପାଦନା]ଶଠାବଟା କରିବା
|
- ୪. ହଇରାଣ ରିବା —୪. To trouble; to harass.