ଶଠ କରିବା
ଦେଖଣା
ଶଠ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]=== ଦେଶଜ - କ୍ରି—(ସଂସ୍କୃତ - ଶଠ)
- ୧. ପାପ ପ୍ରଣୟ କରିବା —୧. To have illicit love.
- ୨. ଠକାର କରିବା; ଠାରଦ୍ୱାରା ପରସ୍ପର ଭାବ ବିନିମୟ କରିବା — ୨. To exchange messages by means of secret gestures
- ୩. ଅଭିସାର କରିବା —୩. To make an amatory assignment for meeting a lover; to tryst.