Jump to content

ଶଡ଼

ଉଇକିଅଭିଧାନ‌ରୁ

ଶଡ଼

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶଟ ଧାତୁ)

[ସମ୍ପାଦନା]
୧. ଶହ୍ଲ; ଗୋପନ ପରାମର୍ଶ —୧. Secret consultation.

ଅନୁବାଦ

[ସମ୍ପାଦନା]
୨. ଗୋପନରେ ମେଳି —୨. Secret combination
୩. ଏକ ବା ଦୁଇ ମାସ୍ତୁଲ ଥିବା ଛୋଟ ଜାହାଜ — ୩. Sloop.

ଦେଶଜ - ବିଣ—(ସଂସ୍କୃତ - ଶଟ୍ ଧାତୁ= ଭେଦ କରିବା)

[ସମ୍ପାଦନା]

ଯେଉଁ ମାଟିରେ ପାତ୍ରରେ ଦୁଧ, ଘିଅ ବା ତେଲ ଆଦି କିଛିଦିନ ରହି ତହିଁରେ ଛିଦ୍ରମାନ ଭେଦ କରିଥିବାରୁ ସେଥିରେ ପରେ ଘିଅ ଆଦି ରଖିଲେ ଉକ୍ତ ଘିଅ ଆଦିକୁ ଉକ୍ତ ପାତ୍ର ଶୋଷି ନିଏ ନାହିଁ —୩. (an earthen pot) Which has been used for keeping oil etc. and the pores of which are well saturated; impermeable (earthen pot); (a pot) rendered impervious to ghee or oil.

(ଦ୍ର— ଶଢ଼ ଘଡ଼ିରେ ବା ଶଢ଼ ହାଣ୍ଡିରେ ଘିଅ ଓ ତେଲ ରଖାଯାଏ)