Jump to content

ଶଡ଼ାଇବା

ଉଇକିଅଭିଧାନ‌ରୁ

ଶଡ଼ାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଶଡ଼ିବାକ୍ରିୟାର ଣିଜନ୍ତରୂପ — ୧. To cause to rot.
୨. କୌଣସି ବସ୍ତୁକୁ (ଯଥା—ନଳିତା, ଛଣପଟ ଆଦିର ଛାଲଯୁକ୍ତ ଡାଙ୍ଗକୁ) ଜଳରେ କିଛି ଦିନ ବତୁରାଇବା —୨. To keep a thing, such as, jute stem, hemp, imme rsed in water for some days.

[ଦ୍ରଷ୍ଟବ୍ୟ —ନଳିତା, ଛଣପଟ, ବାରବରଷିଆ ଗଛକୁ କିଛିଦିନ ପାଣିରେ ଶଢ଼ାଇଲେ ତହିଁର ଛାଲ ଶଢ଼ିଯାଏ ଓ ତନ୍ତୁମାନେ ଶଢ଼ି ନ ଯାଇ ରହିଯାଏ]

୩. (ପାତ୍ର ଆଦିକୁ) ଶଡ଼ି କରିବା (ଦେଖ) - ୩. Ṡaṟḍ̠a karibā (See)
୪. (ଲକ୍ଷଣାର୍ଥ) ବିନାଶକିରବା; ଲୋପକରିବା — ୪. To destory.

(ଉ—ସଢ଼ାଇବାକୁ ତା ବଡ଼ାଇ କସି,ଦୁର୍ମତି ଯେବେ ଚୋବାଇବା ଘଷି—କବିସୂର୍ଯ୍ୟ. ସଙ୍ଗୀତ)