ଶଡ଼ାକାନ
[ଶଡ଼ା(ଢ଼େ)କାନା, ଶଡ଼ା(ଢ଼ା)କାନିଆଁ]—ପୁଂ. ବିଶେଷଣ - ଶଡ଼ା(ଢ଼ା)— କାନୀ, ଶଡ଼ା(ଢ଼ା) କାନେଈ—ସ୍ତ୍ରୀ. ବିଣ]
ପାଚିଥିବା ବା ପୂଜମୟ କାନ — Ear full of pus.