ଶଡ଼ିଙ୍ଗ
ଦେଖଣା
ଶଡ଼ିଙ୍ଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂ ଶୀର୍ଣ୍ଣୀଙ୍ଗ କିମ୍ୱା ସଂସ୍କୃତ - ଯଷ୍ଟାଙ୍ଗ କିମ୍ୱା ଶଲ୍ୟ)
[ସମ୍ପାଦନା]- ୧. କଣ୍ଡା; ମାକୁ; କେଉଟମାନେ ଜାଲ ବୁଣିବା ସମୟରେ ସୂତା ଗୁଡ଼ିଆ ଯାଇଥିବା ଯେଉଁ ମୁନିଆ କାଠି ଧରି ସେଥିରୁ ସୂତା ଫିଟାଇ ଜାଲ ବୁଣନ୍ତି—[ଦ୍ରଷ୍ଟବ୍ୟ —ଏ କାଠିରେ ଦୁଇ ମୁଣ୍ଡାମୂନିଆ ଓ ଚିରା, ମଝିରେ ଛିଦ୍ର ହୋଇ ଏଥିରେ ସୂତା ଗୁଡ଼ିଆ ହୋଇଥାଏ] — A rod in which thread is twisted in such a manner the at the thread can be used gradually in weaving a fishing net; shuttle for weaving net.
- ୨. କୋଉଟମାନେ ବାଆଁ ହାତରେ ଯେଉଁ କାଠଖଣ୍ଡିତ ଧରି ଡାହାଣ ହାତରେ କଣ୍ଡାଦ୍ୱାରା ଜାଲରେ ଘରାକୁ ଫାଶ ଦେଇ ବୁଣନ୍ତି —୨. A slender rod held by the left hand while a net is woven by the shuttle held in the right hand.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଶାଳଗଛର ଫଳ —The fruit or berry of shorea Robusta.
ଶଡ଼ିଙ୍ଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶଡ଼ିଙ୍ଗ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କେଉଟମାନେ ଜାଲ ବୁଣିବା ସୂତାକୁ ଯେଉଁ କାଠିରେ ଦୁଇପାଖର ବେକରେ ଥିବା କଣାରେ ଗଲାଇ ଥାଆନ୍ତି —A stick with holes at its two ends usedby fisherman for weaving nets by bringing out thread through the said holes.