ଶଡ଼ କରିବା
ଦେଖଣା
ଶଡ଼ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ପାତ୍ରରେ ଘିଅ ବା ତେଲ ଆଦି ପୂରାଇ ଏହାକୁ ଘୃତାଦିରେ ଅଭେଭ୍ଦ୍ୟ କରିବା — To put oil ghee etc in an earthen pot, so that it will not soak further oil etc in future; to render an earthen pot impervious to ghee, oil etc.
ଶଡ଼ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ମାଟିର ନୂଆ ପାତ୍ରରେ ପ୍ରଥମେ ଘୃତ ବା ତୈଳ ଆଦି ରଖିବାଦ୍ୱାରା ତାହାର ଛିଦ୍ରମାନଙ୍କୁ ଉକ୍ତ ଦ୍ରବ୍ୟଦ୍ୱାରା ଏପରି ପୂର୍ଣ୍ଣ କରାଇବା, ଯେ, ସେହି ପାତ୍ରରେ ଭବିଷ୍ୟତରେ ଘୃତ ଆଦି ରଖିଲେ ତାହା ଆଉ ଶୋଷି ନେବା ନାହିଁ —To cause the pores of a new earthen pot to be saturated with ghee tec, so that in furture it will not soak up any cuch thing to be kept in it.