Jump to content

ଶଢ଼ାଇ ବାଲିଆ

ଉଇକିଅଭିଧାନ‌ରୁ

ଶଢ଼ାଇ ବାଲିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]

ପୁରୀ ଜିଲ୍ଲାରେ ନଡ଼ିଆ ବେପାର କରୁଥିବା ଏକ ଶ୍ରେଣୀର ବ୍ରହ୍ମଣ; [ଦ୍ରଷ୍ଟବ୍ୟ — ଶାସନୀ ବ୍ରହ୍ମଣମାନଙ୍କ ଅପେକ୍ଷା ସମାଜରେ ଏମାନଙ୍କ ସ୍ଥାନ ନ୍ୟୁନ] A title of some Brāhmaṇa traders who trade in cocoanuts in the district of Puri, having settled there after removing from two villages of these names of the Cuttack district

[ଦ୍ରଷ୍ଟବ୍ୟ ୍— ଏମାନଙ୍କର ଆଦିମ ନିବାସ ସ୍ଥାନ କଟକ ଜିଲ୍ଲାର ହରିହରପୁର ପ୍ରଗନ୍ନାର 'ଷଢ଼େଇ ଓ 'ବାଲିଆ' ନାମକ ଦୁଇଟି ଗ୍ରାମ ଏ ଗ୍ରାମ ଦୁଇଟି କଟକ ସହରଠାରୁ ୨ ମାଇଲ ଦୂରରେ ପୂର୍ବରେ ଅବସ୍ଥିତ ଏବେ ମଧ୍ୟ ସେଠାରେ ଏହି ମହାଜନମାନଙ୍କର ପୂଜିତ ଇଷ୍ଟ ଦେବତା ଅଛନ୍ତି ଏହି ମହାଜନମାନଙ୍କ ମଧ୍ୟରେ ସତ୍ୟବାଦୀର 'ଓତା' ବଂଶ ପ୍ରଧାନ ଅଟନ୍ତି]